ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 1
କୃଷ୍ଣ ମୃତ୍ତିକା କାହିଁକି କାର୍ପାସ କୃଷି ପାଇଁ ବିଶେଷ ଉପଯୋଗୀ?
କୃଷ୍ଣ ମୃତ୍ତିକାରେ ଅଧିକ ପରିମାଣର ଆଲୁମିନିଅମ୍, ପଟାସ୍, ଜୈବାଂଶ, ଚୂନ, କାଲ୍ସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ରାସାୟନିକ ପଦାର୍ଥ ରହିଥିବାରୁ ଏହା କାର୍ପାସ କୃଷି ପାଇଁ ବିଶେଷ ଉପଯୋଗୀ ହୋଇଥାଏ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ନବୀକରଣ ଯୋଗ୍ୟ ସମ୍ବଳ (Renewable Resources) କଣ? ଏହାର କିଛି ଉଦାହରଣ ଦିଅନ୍ତୁ।
- ସମ୍ବଳର ଧାରଣୀୟ ବିକାଶ (Sustainable Development) କାହିଁକି ଆବଶ୍ୟକ ଏବଂ ଏହାର ଅବହେଳା କେଉଁ ପ୍ରକାରର ପରିବେଶ ପ୍ରଦୂଷଣ ସୃଷ୍ଟି କରିପାରେ?
- ଜୈବ ସମ୍ବଳ (Biotic Resources) କହିଲେ କଣ ବୁଝାଏ? ଏହାର କିଛି ଉଦାହରଣ ଦିଅ ।
- ବନ୍ୟା ନିୟନ୍ତ୍ରଣ ଏବଂ ମୃତ୍ତିକା କ୍ଷୟ ରୋକିବା ପାଇଁ କେଉଁ କେଉଁ ବୃହତ୍ ପଦକ୍ଷେପ ଗ୍ରହଣ କରାଯାଇପାରିବ?
- ସମ୍ବଳ ସଂରକ୍ଷଣର ମୌଳିକ ଉଦ୍ଦେଶ୍ୟଗୁଡ଼ିକ କେଉଁ କେଉଁ?