ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 5
ଓଡ଼ିଶାର ମୁଖ୍ୟ କୋଇଲା ଖଣିଗୁଡ଼ିକର ନାମ ଲେଖ ।
ଓଡ଼ିଶାର ମୁଖ୍ୟ କୋଇଲା ଖଣିଗୁଡ଼ିକ ହେଲା - ତାଳଚେର, ରାମପୁର ଓ ଇବ୍ ଉପତ୍ୟକା ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଆର୍ଥନୈତିକ ବିକାଶରେ ଶକ୍ତିର ଭୂମିକା ବର୍ଣ୍ଣନା କରନ୍ତୁ ଏବଂ ଶକ୍ତି ସଂରକ୍ଷଣର ଗୁରୁତ୍ୱ ବିଷୟରେ ଆଲୋଚନା କରନ୍ତୁ।
- ଶକ୍ତି ସଂରକ୍ଷଣ ପାଇଁ କେଉଁ କେଉଁ ପଦକ୍ଷେପ ଗ୍ରହଣ କରାଯାଇପାରେ?
- ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକୁ ବର୍ଣ୍ଣନା କର ।
- ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର ଦ୍ୱାରା କେଉଁ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ?
- ଶକ୍ତି ସଞ୍ଚୟ ପାଇଁ ଜଣେ ଦାୟିତ୍ଵପୂର୍ଣ୍ଣ ନାଗରିକଙ୍କ କିଛି ପ୍ରତିବଦ୍ଧତା କ'ଣ?