ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 7

ଗୌଣ ଉତ୍ପାଦ (Secondary products) କଣ ଏବଂ ଏହାର ଏକ ଉଦାହରଣ ଦିଅ।

ପ୍ରକ୍ରିୟାକରଣ ମାଧ୍ୟମରେ ବିଭିନ୍ନ ପ୍ରକାର ଦ୍ରବ୍ୟରେ ପରିଣତ ହୋଇ ମନୁଷ୍ୟର ବ୍ୟବହାର ଉପଯୋଗୀ ହେଉଥିବା ପଦାର୍ଥଗୁଡ଼ିକୁ ଗୌଣ ଉତ୍ପାଦ କୁହାଯାଏ। ଉଦାହରଣ ସ୍ୱରୂପ, କାଠରୁ କାଠମଣ୍ଡ ବା ଆଖୁରୁ ଚିନି ପ୍ରସ୍ତୁତ କରାଯାଏ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ