ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 2
ଇଂରେଜ ଶିକ୍ଷାର ପ୍ରସାର ଓଡ଼ିଆଙ୍କ ମଧ୍ୟରେ କିପରି ଜାତୀୟ ଜାଗରଣ ସୃଷ୍ଟି କରିଥିଲା?
ଇଂରେଜୀ ଭାଷାର ପ୍ରଚଳନ ଫଳରେ ଏକ ଉଦ୍ଦେଶ୍ୟ ପୂର୍ଣ୍ଣ ଓ ସଂଗଠିତ ଜାତୀୟ ଜାଗରଣ ସୃଷ୍ଟି ହୋଇଥିଲା।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ୧୯୦୫ ମସିହାରେ ଓଡ଼ିଶା ପ୍ରଦେଶ ଗଠନ ଦିଗରେ ପ୍ରଥମ ସଫଳତା କିପରି ହେଲା, ବର୍ଣ୍ଣନା କରନ୍ତୁ।
- ୧୯୩୩ ମାର୍ଚ୍ଚ ୧୭ ତାରିଖରେ ପ୍ରକାଶିତ ଶ୍ଵେତପତ୍ରରେ ଓଡ଼ିଶା ପ୍ରଦେଶର କ୍ଷେତ୍ରଫଳ କେତେ ରଖାଯାଇଥିଲା ଏବଂ କେଉଁ ଅଞ୍ଚଳଗୁଡ଼ିକୁ ବାଦ ଦିଆଯାଇଥିଲା?
- ଆଟ୍ଲି ସବ୍ କମିଟିରେ କେଉଁ କେଉଁ ସଦସ୍ୟମାନେ ଅନ୍ତର୍ଭୁକ୍ତ ଥିଲେ?
- ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କେଉଁଠାରେ ଏବଂ କେଉଁ ତାରିଖରେ ଅନୁଷ୍ଠିତ ହୋଇଥିଲା?
- ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଥମ ଗୋଲ ଟେବୁଲ ବୈଠକରେ କେଉଁ ପୁସ୍ତିକା ବିତରଣ କରିଥିଲେ?