ଅଧ୍ୟୟନ › Class 9 · ଜୀବ ବିଜ୍ଞାନ · ଅଧ୍ୟାୟ 1

ଜୀବ ବିବିଧତା (Biodiversity) କହିଲେ କଣ ବୁଝାଏ?

ଯେ କୌଣସି ପ୍ରାକୃତିକ ପରିବେଶରେ ପ୍ରକୃତିର ଅନନ୍ୟ ବିଭିନ୍ନତାକୁ ନେଇ ବିଭିନ୍ନ ପ୍ରକାର ଜୀବମାନଙ୍କର ଏକତ୍ର ସହାବସ୍ଥାନକୁ ଜୀବ ବିବିଧତା ବା ଜୈବ ବିବିଧତା କୁହାଯାଏ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ