ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 2

ଶ୍ୱସନ ପ୍ରକ୍ରିୟାର ପ୍ରଥମ ସୋପାନ କ’ଣ ଏବଂ ଏଥିରେ ଗ୍ଲୁକୋଜ୍ ଅଣୁ କେଉଁ ପଦାର୍ଥରେ ପରିଣତ ହୁଏ?

ଶ୍ୱସନର ପ୍ରଥମ ସୋପାନ ହେଉଛି କୋଷଜୀବକରେ ଗ୍ଲୁକୋଜ୍ ଅଣୁର ବିଘଟନ। ଏଥିରେ ଗ୍ଲୁକୋଜ୍ ଅଣୁ ପ୍ରଥମେ 3 କାର୍ବନବିଶିଷ୍ଟ ଦୁଇଟି ପାଇରୁଭିକ୍ ଅମ୍ଳ (Pyruvic acid)ରେ ପରିଣତ ହୁଏ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ