ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 6
ସ୍ୱ-ପରାଗଣ ଏବଂ ପରପରାଗଣ ମଧ୍ୟରେ ପାର୍ଥକ୍ୟ କ’ଣ?
ସ୍ୱ-ପରାଗଣରେ ଗୋଟିଏ ଫୁଲର ପରାଗରେଣୁ ସେହି ଫୁଲର ଗର୍ଭଶୀର୍ଷରେ ପଡ଼ି ତାହାର ଡିମ୍ବାଶୟକୁ ସମାୟନ କରେ। ପରପରାଗଣରେ ଗୋଟିଏ ଜାତିର ଫୁଲର ପରାଗରେଣୁ ପତଙ୍ଗ, ପକ୍ଷୀ, ଜଳ ବା ବାୟୁ ମାଧ୍ୟମରେ ଆସି ଅନ୍ୟ ଏକ ଫୁଲର ଗର୍ଭଶୀର୍ଷରେ ପଡ଼େ।