ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 8
ଆମେରିକୀୟ ବଜାରରେ ଭାରତୀୟ ପ୍ରସ୍ତୁତ କେଉଁ ସାମଗ୍ରୀର ଚାହିଦା ରହିଛି ଏବଂ ଏହା କିପରି ବିକ୍ରି କରାଯାଉଛି?
ଆମେରିକୀୟ ବଜାରରେ ଭାରତୀୟ ପ୍ରସ୍ତୁତ ଲୁଗାପଟାର ଚାହିଦା ରହିଛି । ଭାରତୀୟ କମ୍ପାନୀମାନଙ୍କ ଦ୍ୱାରା ପ୍ରସ୍ତୁତ ଜିନ୍ସ ଓ ଅନ୍ୟାନ୍ୟ ସାର୍ଟ ପ୍ୟାଣ୍ଟ ଆମେରିକୀୟମାନଙ୍କ ମୁଖ୍ୟ ପସନ୍ଦ ଏବଂ ଏହା ସେଠାରେ ଚଢ଼ା ଦାମରେ ବିକ୍ରି କରାଯାଇଥାଏ ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ନୂତନ ଆର୍ଥିକ ନୀତିର ଏକ ବୈଶିଷ୍ଟ୍ୟ ହେଉଛି ଘରୋଇକରଣ। ଏହି ନୀତି ପ୍ରଣୟନ ପାଇଁ କେଉଁ କାରଣ ଦାୟୀ?
- ମୁଣ୍ଡପିଛା ଆୟ ନିରୂପଣ କରିବା ପାଇଁ ଜନସଂଖ୍ୟାର ଭୂମିକା କଣ?
- ଘରୋଇକରଣ (Privatisation) ନୀତିର ପ୍ରଣୟନ ପାଇଁ କେଉଁ କାରଣ ଦାୟୀ?
- ଭାରତର ଦେଶୀୟ ଶିଳ୍ପ ସଂସ୍ଥାଗୁଡ଼ିକ ବିଶ୍ଵ ବଜାରରେ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ସହିତ ପ୍ରତିଯୋଗିତା କରିବାରେ କାହିଁକି ସକ୍ଷମ ନୁହନ୍ତି? ବ୍ୟାଖ୍ୟା କର।
- ଜଗତୀକରଣ (Globalisation) ର ପ୍ରଭାବ ଏବଂ ଏହା ଭାରତରେ କାର୍ଯ୍ୟକାରୀ ହେବା ପରେ ଦେଶର ଅର୍ଥନୀତିରେ କିପରି ପରିବର୍ତ୍ତନ ଆସିଛି ବର୍ଣ୍ଣନା କର।