ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 6
ସ୍ଥାୟୀ ପରିବାର ନିୟୋଜନ ପଦ୍ଧତିରେ କେଉଁ କେଉଁ ପଦ୍ଧତି ବ୍ୟବହାର କରାଯାଏ?
ସ୍ଥାୟୀ ପରିବାର ନିୟୋଜନ ପଦ୍ଧତିରେ ପୁରୁଷ ଜନନନିୟନ୍ତ୍ରଣ ଅସ୍ତ୍ରୋପଚାର (ଭାସେକ୍ଟୋମୀ) ଏବଂ ମହିଳା ଜନନନିୟନ୍ତ୍ରଣ ଅସ୍ତ୍ରୋପଚାର (ଟ୍ୟୁବେକ୍ଟୋମୀ) ବ୍ୟବହାର କରାଯାଏ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ସ୍ତ୍ରୀ ଜନନ ତନ୍ତ୍ରର ମୁଖ୍ୟ ଅଂଶଗୁଡ଼ିକ କେଉଁ କେଉଁ?
- ସପୁଷ୍ପକ ଆବୃତବୀଜୀ ଉଦ୍ଭିଦରେ ଦ୍ୱିସମାୟନ (Double fertilization) ପ୍ରକ୍ରିୟାଟି କିପରି ସଫଳ ହେଉଛି ବର୍ଣ୍ଣନା କର।
- ଶୁକ୍ରାଣୁଜନନ (Spermato-genesis) ପ୍ରକ୍ରିୟା ବିଷୟରେ ସବିଶେଷରେ ବର୍ଣ୍ଣନା କର।
- ସଂକ୍ଷେପରେ ଉତ୍ତର ଦିଆ ଏଚ.ଆଇ.ଭି.ର ପୂରା ନାମ ଓ ବିଶେଷତ୍ୱ ଲେଖା
- ସମବିଭାଜନ (ସୂତ୍ରାୟନ)ର ଏକ ବିବରଣୀ ଦିଆ