ଅଧ୍ୟୟନ › Class 10 · ଭୌତିକ ବିଜ୍ଞାନ · ଅଧ୍ୟାୟ 7

ବର୍ଣ୍ଣାଳୀ (Spectrum) କହିଲେ କଣ?

ଧଳା ଆଲୋକର ପ୍ରକୀର୍ଣ୍ଣନ ଦ୍ୱାରା ସୃଷ୍ଟି ହେଉଥିବା ସାତଟି ବର୍ଣ୍ଣର ଆଲୋକ ଅଂଶଗୁଡ଼ିକୁ ବର୍ଣ୍ଣାଳୀ କହନ୍ତି। ଏହି ବର୍ଣ୍ଣଗୁଡ଼ିକ ହେଲା - ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦିଆ, ନାରଙ୍ଗୀ ଓ ଲାଲ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ