ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 6
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖି ତୃତୀୟ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖା ଡିମ୍ବାଶୟ : ଇଷ୍ଟ୍ରୋଜେନ୍ : : ଶୁକ୍ରାଶୟ : _
ଟେଷ୍ଟୋଷ୍ଟିରନ୍ (Testosterone)
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ସଂକ୍ଷେପରେ ଉତ୍ତର ଦିଆ ଏଚ.ଆଇ.ଭି.ର ପୂରା ନାମ ଓ ବିଶେଷତ୍ୱ ଲେଖା
- ସ୍ଥାୟୀ ପରିବାର ନିୟୋଜନ ପଦ୍ଧତିରେ ଭାସେକ୍ଟୋମୀ (Vasectomy) ଏବଂ ଟ୍ୟୁବେକ୍ଟୋମି (Tubectomy) କିପରି କାର୍ଯ୍ୟ କରେ, ସେ ବିଷୟରେ ସବିଶେଷରେ ବର୍ଣ୍ଣନା କର।
- ପୁନରୁଦ୍ଭବନ (Regeneration) କହିଲେ କଣ ବୁଝାଏ?
- ଗୋଟିଏ ବାକ୍ୟରେ ଉତ୍ତର ଦିଆ। କେଉଁ ପରିବେଶରେ ହାଇଡ୍ରା କୋରକୋଦ୍ଗମ ଦ୍ୱାରା ଅଲିଙ୍ଗୀ ଜନନ କରେ ?
- ଗୋଟିଏ ବାକ୍ୟରେ ଉତ୍ତର ଦିଆ। ଏଡସ୍ ରୋଗ ଚିଦ୍ମଗର 2ଟି ଉପାୟ ଲେଖା