ୱେଲେସ୍ଲୀ Welslī
- ବୈଦେ. ବି (ନାମ) ଇଂ — ଲର୍ଡ଼ ବେଲେସ୍ଲୀ; ଭାରତର ଗଭର୍ଣ୍ଣର ଜେନେରାଲ୍ (ଜନ୍ମ 1760 ଖ୍ରୀ। ଭାରତର ବଡ଼ଲାଟ 1798—1805 ; ମୃତ୍ୟୁ 1842 ଖ୍ରୀ) — ଲର୍ଡ଼ ବେଲେସ୍ଲୀ; ଭାରତର ଗଭର୍ଣ୍ଣର ଜେନେରାଲ୍ (ଜନ୍ମ1760ଖ୍ରୀ ଭାରତର ବଡ଼ଲାଟ1798—1805; ମୃତ୍ୟୁ1842ଖ୍ରୀ)—Marquis of Wellesley
- ବୈଦେ. ବି (ନାମ) ଇଂ — [ଦ୍ର—ଏହାଙ୍କ ଭାରତ ଶାସନକାଳରେ ମହୀଶୁରର ଟିପୁ ସୁଲତାନଙ୍କ ପରାଜୟ ଓ ମୃତ୍ୟୁ ପରେ ମହୀଶୁରର ପୂର୍ବତନ ହିନ୍ଦୁ ରାଜବଂଶଙ୍କୁ ମହୀଶୁରର ପ୍ରତ୍ୟର୍ପଣ, ନିଜାମଙ୍କ ସଙ୍ଗେ ବନ୍ଧୁତା ସ୍ଥାପନ, କର୍ଣ୍ଣାଟ ପ୍ରଦେଶରେ ଇଷ୍ଟଇଣ୍ଡିଆ କୋମ୍ପାନିଙ୍କ ଅଧିକାର, ମରହଟ୍ଟା ଶକ୍ତିର ଖର୍ବୀକରଣ, କଲିକତାରେ ଫୋର୍ଟ ୱିଲିଅମ୍ କଲେଜ ସ୍ଥାପନ, ରବିବାରକୁ ବିଶ୍ରାମଦିବସରୂପେ ଗ୍ରହଣ— (ସୁବଳଚନ୍ଦ୍ର)। ଏ ଲର୍ଡ଼ ବେଲିଙ୍ଗଟନ୍ଙ୍କ ବଡ଼ ଭାଇ ଥିଲେ।]