ୱେଲିଙ୍ଗଟନ Weliṅgṭan

  • ବୈଦେ. ବି—(ନାମ) — ଇଂଲଣ୍ଡର ପ୍ରସିଦ୍ଧ ସେନାପତି — Duke of Wellington
  • ବୈଦେ. ବି—(ନାମ) — [ଦ୍ର—ଏ ୱାଟର୍ଲୁ ଯୁଦ୍ଧକ୍ଷେତ୍ରରେ 1815 ଖ୍ରୀଷ୍ଟାଦ୍ଦରେ ନେପୋଲିଅନ୍ଙ୍କୁ ପରାସ୍ତ କରିଥିଲେ। ଏହାଙ୍କ ଜନ୍ମ ଖ୍ରୀ 1769 ; ମୃତ୍ୟୁ 1852 ।] — [ଦ୍ର—ଏ ୱାଟର୍ଲୁ ଯୁଦ୍ଧକ୍ଷେତ୍ରରେ1815ଖ୍ରୀଷ୍ଟାଦ୍ଦରେ ନେପୋଲିଅନ୍ଙ୍କୁ ପରାସ୍ତ କରିଥିଲେ ଏହାଙ୍କ ଜନ୍ମ ଖ୍ରୀ1769; ମୃତ୍ୟୁ1852]