ୱେବ୍ଷ୍ଟର Web-shṭar
- ବୈଦେ. ବି—(ନାମ, ଇଂ. ୱେବ୍ଷ୍ଟର୍) — ଆମେରିକା ବାସୀ ପ୍ରସିଦ୍ଧ ଇଂରାଜୀ ଅଭିଧାନର ସ୍ୱର୍ଗୀୟ ସଂକଳୟିତା — The late Dr. Noah Webster, the American author of the famous Engligh Dictionary
- ବୈଦେ. ବି—(ନାମ, ଇଂ. ୱେବ୍ଷ୍ଟର୍) — ଦ୍ର—ଏ ଅଭିଧାନକାରଙ୍କର ଜନ୍ମ 1758 ଖ୍ରୀ. ମୃତ୍ୟୁ 85 ବର୍ଷ ବୟସରେ ଖ୍ରୀ. 1843 ରେ; ଇଂରାଜି ଅଭିଧାନର ସଂଗ୍ରହ କର୍ମର ଆରମ୍ଭ ଖ୍ରୀ. 1807 ; ପ୍ରଥମ ସଂସ୍କରଣର ପ୍ରକାଶ ଖ୍ରୀ. 1828; 2 ୟ ସଂସ୍କରଣ ଖ୍ରୀ. 1840—41 ] — ଦ୍ର—ଏ ଅଭିଧାନକାରଙ୍କର ଜନ୍ମ1758ଖ୍ରୀ. ମୃତ୍ୟୁ85ବର୍ଷ ବୟସରେ ଖ୍ରୀ.1843ରେ; ଇଂରାଜି ଅଭିଧାନର ସଂଗ୍ରହ କର୍ମର ଆରମ୍ଭ ଖ୍ରୀ.1807; ପ୍ରଥମ ସଂସ୍କରଣର ପ୍ରକାଶ ଖ୍ରୀ.1828; 2ୟ ସଂସ୍କରଣ ଖ୍ରୀ.1840—41]