ୱିଲ୍ ପ୍ରବିଟ୍, ୱିଲ୍ ପ୍ରବେଟ୍ Wil prabi(e)ṭ
- ବୈଦେ. ବି (କଚିରିଆ) (ଇଂ. ୱିଲ୍+ ପ୍ରୋବେଟ) — ୱିଲ୍ କରିଥିବା ବ୍ଯକ୍ତିର ମୃତ୍ୟୁ ପରେ ଉକ୍ତ ଦଲିଲରେ ମୃତ ବ୍ଯକ୍ତି ଯାହାଙ୍କୁ ଭାର ଦେଇଥାଆନ୍ତି, ସେ ଜଜ୍ ସାହେବଙ୍କ ନିକଟରେ ଦରଖାସ୍ତ କରି ଉକ୍ତ ଦଲିଲକୁ ପ୍ରମାଣିତ କରି, ସେହି ଦଲିଲ ଅନୁସାରେ ସମ୍ପତ୍ତିକୁ ପରି— ଚାଳନ କରିବା ପାଇଁ ଜଜ୍ସାହେବଙ୍କଠାରୁ ଯେଉଁ ହୁକୁମନାମା ପାଆନ୍ତି — Probate of a will
- ବୈଦେ. ବି (କଚିରିଆ) (ଇଂ. ୱିଲ୍+ ପ୍ରୋବେଟ) — [ଦ୍ର—ଉକ୍ତ ଭାରପ୍ରାପ୍ତ ବ୍ଯକ୍ତିଙ୍କୁ ଏକ୍ଜିକ୍ୟୁଟର୍ — (Executor)ବୋଲାଯାଏ ଓ ଉକ୍ତ ଦଲିଲ ବଳରେ ଯେଉଁ ବ୍ଯକ୍ତିମାନେ ମୃତ ବ୍ଯକ୍ତିର ସମ୍ପତ୍ତି ପାଆନ୍ତି ତାଙ୍କୁ ଲେଗେଟୀ(Legatee)ବୋଲାଯାଏ]