ୱିଲିକରିବା Wili karibā

  • ଦେ. କ୍ରି — ଆପଣାର ମୃତ୍ୟୁ ପରେ ଆପଣାର ସମ୍ପତ୍ତି କିପରି ଓ କିଏ ଭୋଗ କରିବ, ତାହା ପୂର୍ବରୁ ଲେଖି ଦସ୍ତଖତ କରିବା — To execute a testament or will in respect of one's property; to will away one's property