ୱିକ୍ଳି ରିପୋଟାର୍ Wikli ripoṭār
- ବୈଦେ. ବି (କଚିରିଆ) (ଇଂ. ଉଇକ୍ଳି ରିପୋର୍ଟର) — ପୂର୍ବେ କଲିକତା ଆଦିର ହାଇକୋଟ ଓ ପ୍ରିଭି କାଉନ୍ସିଲରେ ନିଷ୍ପତ୍ତି ହେବା ମକଦ୍ଦମାର ରାୟ ଆଦି ପ୍ରତି ସପ୍ତାହରେ ପ୍ରକାଶିତ ହେଉଥିବା ଲ—ରିପୋଟ — Weekly Report; weekly report of cases decided by the High Court and Privy Council