ୱିକ୍ଏଣ୍ଡ୍ ରିଟର୍ଣ୍ଣ ଟିକେଟ୍ Wikeṇḍ rṭiarṇṇ ṭikeṭ

  • ବୈଦେ. ବି — (ରେଳୱେ ଶବ୍ଦ)— (ଇଂ) ସପ୍ତାହର ଶେଷ ସମୟରେ ଯାତ୍ରୀମାନେ ରେଳରେ କୌଣସି ସ୍ଥାନକୁ ଯାଇ ଗୋଟିଏ ନିର୍ଦ୍ଦିଷ୍ଟ ଦିବସ ପୂର୍ବରୁ ଫେରି ଆସିବା ପାଇଁ ଶସ୍ତା ଦରରେ ଦିଆଯିବା ରେଳ ଟିକେଟ — Week end return ticket (granted by the Railway Companies to intending passengers.)
  • ବୈଦେ. ବି — [ଦ୍ର—ବେଙ୍ଗଲ ନାଗପୁର ରେଲ କମ୍ପାନୀରେ ଏହି ୱିକ୍ ଏଣ୍ଡ୍ ରିଟର୍ଣ୍ଣ ଟିକେଟ ପ୍ରତି ସପ୍ତାହରେ ଗୁରୁବାର ଦିନ ରାତି ବାରଟା ପରଠାରୁ କିଣିବାକୁ ମିଳେ। ଯେଉଁମାନେ ଏହି ଟିକେଟ୍ କିଣନ୍ତି, ସେମାନଙ୍କ ଆଗାମୀ ମଙ୍ଗଳବାର ରାତି 12 ଟା ବେଳକୁ ବା ତତ୍ପୂର୍ବରୁ ଯାତ୍ରା ଶେଷ କରିବାକୁ ହୁଏ। ଯାତ୍ରା ପଥ ଅନ୍ତତଃ 50 ମାଇଲ କିମ୍ବା ତହିଁରୁ ଊର୍ଦ୍ଧ୍ୱ ନ ହେଲେ ସାଧାରଣତଃ ଏହି ଟିକେଟ କିଣିବାକୁ ମିଳେ ନାହିଁ।] — [ଦ୍ର—ବେଙ୍ଗଲ ନାଗପୁର ରେଲ କମ୍ପାନୀରେ ଏହି ୱିକ୍ ଏଣ୍ଡ୍ ରିଟର୍ଣ୍ଣ ଟିକେଟ ପ୍ରତି ସପ୍ତାହରେ ଗୁରୁବାର ଦିନ ରାତି ବାରଟା ପରଠାରୁ କିଣିବାକୁ ମିଳେ ଯେଉଁମାନେ ଏହି ଟିକେଟ୍ କିଣନ୍ତି, ସେମାନଙ୍କ ଆଗାମୀ ମଙ୍ଗଳବାର ରାତି12ଟା ବେଳକୁ ବା ତତ୍ପୂର୍ବରୁ ଯାତ୍ରା ଶେଷ କରିବାକୁ ହୁଏ ଯାତ୍ରା ପଥ ଅନ୍ତତଃ50ମାଇଲ କିମ୍ବା ତହିଁରୁ ଊର୍ଦ୍ଧ୍ୱ ନ ହେଲେ ସାଧାରଣତଃ ଏହି ଟିକେଟ କିଣିବାକୁ ମିଳେ ନାହିଁ]