ୱିକେଟ ଡୋର Wickeṭ ḍor

  • ବୈଦେ. ବି (ଇଂ) — ଫାଟକ ଆଦିରେ ଲଗାଯିବା ଏକପ୍ରକାର ଘୂର୍ଣ୍ଣାୟମାନ ଦ୍ୱାର; ଯହିଁରେ ଲୋକେ ଯିବା ଆସିବା କରି ପାରନ୍ତି, କିନ୍ତୁ ଗୋମେଷାଦି ଯାଇ ପାରନ୍ତି ନାହିଁ — Wicket door