ୱାସିଲାତ୍ Wāsilāt

  • ବୈଦେ. ବି (କଚିରିଆ) (ଆ. ୱାସିଲାତ୍=ଆଦାୟ ହୋଇ ଥିବା ଧନ; ଆଦାୟ ହୋଇଥିବା ଧନର ପ୍ରୟୋଗ) — ମୋଟ ଆଦାୟ ହୋଇଥିବା ଧନ — Total realisation
  • ବୈଦେ. ବି (କଚିରିଆ) (ଆ. ୱାସିଲାତ୍=ଆଦାୟ ହୋଇ ଥିବା ଧନ; ଆଦାୟ ହୋଇଥିବା ଧନର ପ୍ରୟୋଗ) — ତହବିଲର ଭାରପ୍ରାପ୍ତ କୌଣସି କର୍ମଚାରୀ ମଫସଲରୁ ଅସୁଲ ବା ଆଦାୟ କରିଥିବା ଟଙ୍କା ମଧ୍ୟରୁ, ସେ ବ୍ଯୟ କରିଥିବା ବା ମାଲିକ ନିକଟକୁ ପଠାଇ ଥିବା ଟଙ୍କାର ହିସାବ ବାଦ ଦିଆଯାଇ ତାହା ଉପରେ ମାଲିକଙ୍କର ଫାବିବା ପାଉଣା ଟଙ୍କା — Amount found due from a person entrusted with collection, after giving crredit for amounts properly spent or remitted by him to the master