ୱାସିଙ୍ଗଟନ୍ Wāsiṇg-ṭan

  • ବୈଦେ. ବି (ଇଂ)—(ନାମ) — ଆମେରିକା ଯୁକ୍ତରାଜ୍ୟ ସଙ୍ଗେ ଇଂରାଜଙ୍କର ଯୁଦ୍ଧ ସମୟରେ ଆମେରିକାର ଜାତୀୟ ବୀର ଓ ସେନାପତି — General Washing ton of the United States of America during the War of Independence
  • ବୈଦେ. ବି (ଇଂ)—(ନାମ) — [ଦ୍ର— ଏହାଙ୍କର ନାମ ଅନୁସାରେ ଯୁକ୍ତରାଜ୍ୟର ପଶ୍ଚିମ ଉତ୍ତର କୋଣରେ ଗୋଟିଏ ପ୍ରଦେଶ ଓ ଯୁକ୍ତରାଜ୍ୟର ମେରିଲାଣ୍ଡ୍ ପ୍ରଦେଶର ଗୋଟିଏ ନଗରର ନାମ ହୋଇଅଛି।]
  • ବୈଦେ. ବି (ଇଂ)—(ନାମ) — ଆମେରିକା ଯୁକ୍ତରାଜ୍ୟର ଗୋଟିଏ ପ୍ରଦେଶ ଓ ନଗରର ନାମ — 2. Name of a state and town in the United States of America