ୱାଲ୍ ମେପ୍ Wāl mep

  • ବୈଦେ. ବି—(ଇଂ. ୱାଲ୍ ମାପ୍) — କାନ୍ଥରେ ଟଙ୍ଗା ହେବାର ଉପଯୋଗୀ ଭିନ୍ନ ଭିନ୍ନ ଦେଶର ବଡ଼ ବଡ଼ ନକ୍ସା — Wall map