ୱାଲ୍ ପେପର Wāl pepar

  • ବୈଦେ. ବି—(ଇଂ. ୱାଲ ପେପର) — ଘର ସଜାଇବା ପାଇଁ କାନ୍ଥରେ ମଡ଼ାଯିବା ନାନା ବର୍ଣ୍ଣର ରଞ୍ଜିତ କାଗଜ — Wall paper