ୱାଲ୍ କ୍ୟାଲେଣ୍ଡର Wāl kyāleṇḍar

  • ବୈଦେ. ବି (ଇଂ. ୱାଲ କାଲେଣ୍ଡର) — ମାସର ତାରିଖ ଓ ଦିନମାନ ବଡ଼ ବଡ଼ ଅକ୍ଷରରେ ଛାପା ହୋଇ ସର୍ବଦା ଦୃଷ୍ଟି ପଡ଼ିବା ପାଇଁ କାନ୍ଥରେ ଟଙ୍ଗାଯିବା କାଗଜ ଫର୍ଦ୍ଦ — Wall calendar