ୱାଲି ୱାରଶ୍ ଉତ୍ତରାଧିକାରୀ Wāli wāraṡ uttarādhikarī
- ଦେ. ବି (କଚିରିଆ)—(ଏକାର୍ଥ ସହଚର) — (ଆ. ୱଲି, ୱାରିସ୍+ସଂ. ଉତ୍ତରାଧିକାରୀ) କୌଣସି ବ୍ଯକ୍ତିର ଅନ୍ତେ ତାହାର ବଂଶଧର ପୁତ୍ର ପୈତ୍ରାଦି ଉତ୍ତରାଧିକାରୀ ବା ତାଙ୍କ ସ୍ଥାନରେ ପ୍ରତିଷ୍ଠିତ ବା ନିଯୁକ୍ତ ବ୍ଯକ୍ତି — Heirs, administrators, successors or representatives in interest succeeding to the property of a person after his death, descendants, heirs, successors representatives in interest coming after a person