ୱାଲଟାୟାର Wāl-ṭāyār

  • ଦେ. ବି — ବିଶାଖାପାଟଣା ନିକଟବର୍ତ୍ତୀ ବେଙ୍ଗଲ ନାଗପୁର ରେଳକମ୍ପାନୀର ଗୋଟିଏ ପ୍ରଧାନ ଜଙ୍କସନ୍ ଓ ବନ୍ଦର — Waltair. (a port and principal railway junction near Vizag.)