ୱାର୍ଡସ୍ ମେନୁଏଲ୍ Wārḍs menuel
- ବୈଦେ. ବି (ଇଂ. ୱାର୍ଡସ୍ ମାନୁଆଲ୍) — କୋର୍ଟ ଅଫ୍ ୱାର୍ଡସ୍ଙ୍କ ଅଧୀନରେ ପରିଚାଳିତ ସମ୍ପତ୍ତିମାନ ବୁଝାସୁଝା କରିବାର ଆଇନ୍ ଓ ସରକାରୀ ଉପଦେଶମାନ ଯେଉଁ ବହିରେ ସଂଗୃହୀତ ହୋଇଥାଏ — The Court of Wards manual
- ବୈଦେ. ବି (ଇଂ. ୱାର୍ଡସ୍ ମାନୁଆଲ୍) — [ଦ୍ର— ସମ୍ପତ୍ତି ପରିଚାଳନ ସମ୍ବନ୍ଧୀୟ କୈଣସି ସମସ୍ୟା ଉପସ୍ଥିତ ହେଲେ ଏହି ମାନୁଅଲ୍କୁ ଦେଖି ତଦନୁସାରେ ତହିଁର ମୀମାଂସା କରାଯାଏ।