ୱାର୍ଡ କମିସନର Wārḍ kamisanar

  • ବୈଦେ. ବି (ଇଂ. ୱାର୍ଡ କମିସନର୍) — ମିଉନିସିପାଲିଟିର ବିଭିନ୍ନ ୱାର୍ଡବାସୀ କରଦାତାମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି — Ward commissioner of a municipal pality
  • ବୈଦେ. ବି (ଇଂ. ୱାର୍ଡ କମିସନର୍) — [ଦ୍ର—ୱାର୍ଡ଼କମିଶନରମାନେ କରଦାତାମାନଙ୍କ ପକ୍ଷରୁ ମିଉନିସିପାଲିଟିର ପରିଚାଳନ କାର୍ଯ୍ୟରେ ଚେଆରମାନଙ୍କୁ ସାହାଯ୍ୟ ଓ ପରାମର୍ଶ ପ୍ରଦାନ କରନ୍ତି।]