ୱାର୍ ବଣ୍ଡ Wār baṇḍ
- ବୈଦେ. ବି—(ଇଂ. ୱାର ବଣ୍ଡ୍) — ବିଗତ ଯୁରୋପୀୟ ମହାଯୁଦ୍ଧ ( 1914 - 18 ) ର ବ୍ଯୟ ଚଳାଇବା ପାଇଁ ଇଂରାଜ ସରକାର ପ୍ରଜାଙ୍କ ଠାରୁ ନେଇଥିବା — ବିଗତ ଯୁରୋପୀୟ ମହାଯୁଦ୍ଧ (1914-18) ର ବ୍ଯୟ ଚଳାଇବା ପାଇଁ ଇଂରାଜ ସରକାର ପ୍ରଜାଙ୍କ ଠାରୁ ନେଇଥିବା
- ବୈଦେ. ବି—(ଇଂ. ୱାର ବଣ୍ଡ୍) — ଋଣ (ୱାର ଲୋନ୍)ର ନିଦର୍ଶନ ରୂପେ ପ୍ରଜାଙ୍କୁ ଦେଇଥିବା ହେଣ୍ଡ୍ ନୋଟ୍ — War bond