ୱାରାଣ୍ଟ୍ Wārāṇṭ

  • ବୈଦେ. ବି—(କଚିରିଆ)—(ଇଂ. ୱାରାଣ୍ଟ) — ଉଆରଣ୍ଟ; ଅଭିଯୁକ୍ତ ଆସାମୀ ବା ଦୋଷୀ ବ୍ଯକ୍ତିକୁ ଧରି ଆଣି ମାଜିଷ୍ଟେଟ୍ ବା ହାକିମଙ୍କ ନିକଟରେ ହାଜର କରାଇବା ପାଇଁ ପୁଲିସ କର୍ମଚାରୀଙ୍କକୁ ଦିଆ ଯାଇଥିବା ଆଦେଶ ବା ହୁକୁମନାମା — A warrant of arrest
  • ବୈଦେ. ବି—(କଚିରିଆ)—(ଇଂ. ୱାରାଣ୍ଟ) — [ଉ—ଜଣେ ଆସାମୀକୁ ହାତକଡ଼ି ଦେଇ ଜେଲ ଖାନାରୁ ଜେଲୱାରଣ୍ଟ ଧରି ବାହାରିଲେ। ଫକୀରମୋହନ, ଛମାଣ ଆଠଗୁଣ୍ଠ। (ଦ୍ର—ରାଧାନାଥ ଏହି ଶବ୍ଦକୁ 'ବାରେଣ୍ଟି' ରେ ପରିଣତ କରି ତାଙ୍କର ଦରବାର ପଦ୍ଯରେ ବ୍ଯବହାର କରି ଅଛନ୍ତି।)
  • ବୈଦେ. ବି—(କଚିରିଆ)—(ଇଂ. ୱାରାଣ୍ଟ) — ଗିରଫଦାରୀ — Arrest