ୱାରଣ୍ଟ ମିଆଦି Wāraṇṭ miādi

  • ବୈଦେ. ବି (କଚିରିଆ) (ଇଂ. ୱାରଣ୍ଟ+ଆ. ମିଆଦୀ) କୌଣସି ବ୍ଯକ୍ତିକୁ ୱାରଣ୍ଟରେ ଧରି ଆଣିବା ପାଇଁ ନିଯୁକ୍ତ କର୍ମଚାରୀଙ୍କ ଖର୍ଚ୍ଚାସ୍ୱରୂପ ହାକିମଙ୍କ ନିକଟ ପ୍ରାର୍ଥୀର ଦାଖଲ କରିବା ନିର୍ଦ୍ଦିଷ୍ଟ ମୂଲ୍ୟର କୋର୍ଟଫିସ — Process fees field by a party for the issue of a warrant of attachment of the person of any body