ୱାରଣ୍ଟ ପରୱାନା Wāraṇṭ parwānā

  • ବୈଦେ. ବି (କଚିରିଆ; ଇଂ ୱାରଣ୍ଟ୍+ଫା. ପର୍ୱାନା) — କୌଣସି ଆସାମୀକୁ ଧରି ଆଣିବାପାଇଁ ମାଜିଷ୍ଟ୍ରେଟଆଦିଙ୍କ ସ୍ୱାକ୍ଷରରେ କୌଣସି ରାଜକର୍ମଚାରୀଙ୍କ ନିକଟକୁ ପ୍ରେରିତ ଲିଖିତ ଆଦେଶ — A warrant of arrest (issued to a parrticular police officer or bailiff) against a person