ୱାପସ୍ ଡାକ Wāpas ḍāka

  • ଦେ. ବି—(ଫା. ୱାପସ୍+ଦେ. ଡାକ) — ଫେରନ୍ତା ଡାକ; ଲେଉଟାଣି ଡାକ — Return of post
  • ଦେ. ବି—(ଫା. ୱାପସ୍+ଦେ. ଡାକ) — [ଦ୍ର—ଏହି— ପରି ୱାପସ୍ ଲୋକ ଓ ୱାପସ୍ ଜବାବ ଆଦି ହୁଏ।]
  • ଦେ. ବି—(ଫା. ୱାପସ୍+ଦେ. ଡାକ) — ପ୍ରତିଧ୍ୱନି — Echo