ୱାପସ୍ ଖବର Wāpas khabara

  • ବୈଦେ. ବି—(ଫା. ୱାପସ୍+ଆ. ଖବର) — ଲେଉଟାଣି ଖବର; ଫେରନ୍ତି ସଂବାଦ; ପ୍ରେରିତ ସଂବାଦର ଉତ୍ତର; କୌଣସି ସ୍ଥାନକୁ ପଠା ଯାଇଥିବା ଖବରର ପ୍ରତ୍ୟୁତ୍ତରରେ ଯେଉଁ ଖବର ଆସେ — Return news; the news or reply sent in return for the news received