ୱାପସି ଚିଠି Wāpasī chiṭhi

  • ଦେ. ବି—(ଫା. ୱାପସ+ସଂ. ଚିଟ୍ ଧାତୁ=ପଠାଇବା) ମାଲିକର ଠିକଣା ନ ମିଳିବାରୁ ବା ମାଲିକ ଚିଠିକୁ ଗ୍ରହଣ ନ କରିବା ଯୋଗୁଁ ଯେଉଁ ଚିଠି ପ୍ରେରକଙ୍କ ନିକଟକୁ ଫେରି ଆସେ — Returned letter; refused letter or unclaimed letter
  • ଦେ. ବି—(ଫା. ୱାପସ+ସଂ. ଚିଟ୍ ଧାତୁ=ପଠାଇବା) ପ୍ରତ୍ୟତ୍ତର ପତ୍ର; ଲେଉଟ ଚିଠି — A letter in reply