ୱାଟର୍ଲୁ Wāṭar-lu
- ବୈଦେ. ବି (ଇଂ ନାମ) — ଇଉରୋପର ପ୍ରସିଦ୍ଧ ଯୁଦ୍ଧକ୍ଷେତ୍ର — Name of a Famous battlefield; Waterloo
- ବୈଦେ. ବି (ଇଂ ନାମ) — [ଦ୍ର—ଏହା ବେଲଜିଅମ୍ ରାଜ୍ୟର ବ୍ରୁସେଲ୍ସ୍ ନଗରର ଦକ୍ଷିଣ ପୂର୍ବରେ ଅବସ୍ଥିତ। ଏଠାରେ ଖ୍ରୀ 1815 ରେ ଇଂରାଜ ସେନାପତି ଅର୍ଥର ୱେଲେସ୍ଲୀ, ଡିଉକ୍ ଅଫ୍ ୱେଲିଙ୍ଗଟନ୍ଙ୍କ ଦ୍ୱାରା ନିର୍ବାସନରୁ ପ୍ରତ୍ୟାବୃତ୍ତ ମହାବୀର ନେପୋଲିଅନ୍ ଯୁଦ୍ଧରେ ପରାସ୍ତ ହୋଇ ଇଂରାଜମାନଙ୍କ ହସ୍ତରେ ଆତ୍ମ ସମର୍ପଣ କରିଥିଲେ।] — [ଦ୍ର—ଏହା ବେଲଜିଅମ୍ ରାଜ୍ୟର ବ୍ରୁସେଲ୍ସ୍ ନଗରର ଦକ୍ଷିଣ ପୂର୍ବରେ ଅବସ୍ଥିତ ଏଠାରେ ଖ୍ରୀ1815ରେ ଇଂରାଜ ସେନାପତି ଅର୍ଥର ୱେଲେସ୍ଲୀ, ଡିଉକ୍ ଅଫ୍ ୱେଲିଙ୍ଗଟନ୍ଙ୍କ ଦ୍ୱାରା ନିର୍ବାସନରୁ ପ୍ରତ୍ୟାବୃତ୍ତ ମହାବୀର ନେପୋଲିଅନ୍ ଯୁଦ୍ଧରେ ପରାସ୍ତ ହୋଇ ଇଂରାଜମାନଙ୍କ ହସ୍ତରେ ଆତ୍ମ ସମର୍ପଣ କରିଥିଲେ]