ୱାଟର୍ପ୍ରୁଫ Wāṭar-pruph
- ବୈଦେ. ବିଣ—(ଇଂ. ୱାଟର୍ପ୍ରୁଫ) — ଯେଉଁ ବସ୍ତ୍ରାଦିର ମଧ୍ୟ ଦେଇ ପାଣି ଭେଦ ପାରେ ନାହି — Waterproof
- ବୈଦେ. ବିଣ—(ଇଂ. ୱାଟର୍ପ୍ରୁଫ) — [ଯଥା—ବାଟର୍ପ୍ରୁଫ୍ଛତା, ପୋଷାକ, ଜୋତା, କନା ଟୋପି, କପଡ଼ା ଇତ୍ୟାଦି।
- ବୌଦେ. ବି (ଇଂ) ଯେଉଁ ପୋଷାକର ମଧ୍ୟଦେଇ ବର୍ଷା ପାଣି ଭେଦି ପାରେ ନାହିଁ ବର୍ଷାତୀ; ମହମଜାମାର ପୋଷାକ ବା କୁର୍ତ୍ତା — A waterproof of dress or coat