ୱାଟର୍ ଲାଇନ୍ Wāṭar lāin

  • ବୈଦେ. ବି (ଇଂ. ୱାଟର ଲାଇନ୍) — ଜାହାଜର ବାହାର ପାଖରେ ଯେଉଁ ନିର୍ଦ୍ଦିଷ୍ଟ ରେଖା ପର୍ଯ୍ୟନ୍ତ ଜାହାଜ ପାଣିରେ ବୁଡ଼ି ରହିବାଯାଏ ବୋଝାଇ କରାଯାଇ ପାରେ ଓ ଯେଉଁ ରେଖା ପର୍ଯ୍ୟନ୍ତ ପାଣି ଲାଗିଲେ ଜାହାଜରେ କେତେ ବୋଝ ଲଦା ହେଲା ବୋଲି ଜଣାଯାଏ — (Nautical) Water line