ୱାଟର୍ ରେଟ୍ Wāṭar reṭ

  • ବୈଦେ. ବି—(ଇଂ. ୱାଟର୍ ରେଟ୍) — କୌଣସି ଜମିକୁ ବା ଗୃହକୁ ଆବଶ୍ୟକ ଜଳ ଯୋଗାଇବା ବ୍ଯକ୍ତି ଉକ୍ତ ଭୂସ୍ୱାମୀ ବା ଗୃହସ୍ୱାମୀଙ୍କଠାରୁ ଯେଉଁ କର ନିଅନ୍ତି — Water rate