ୱାଟରିଙ୍ଗ ଷ୍ଟେସନ୍ Wāṭeriṅg shṭesan

  • ବୈଦେ. ବି (ରେଲୱେ ଶବ୍ଦ; ଇଂ. ବାଟରିଙ୍ଗ ଷ୍ଟେସନ୍)—ଯେଉଁ ଷ୍ଟେସନ୍ଠାରେ ରେଳ — ଗାଡ଼ିର ଇଞ୍ଜିନ୍ ଚଳାଇବା ପାଇଁ ଆବଶ୍ୟକ ପାଣି ସଂଗୃହୀତ ହୋଇ ରେଳ ଗାଡ଼ିର ଇଞ୍ଜିନ୍ ସଂଲଗ୍ନ ଜଳାଧାର ମଧ୍ୟରେ ପୂରାଇ ରଖିବାକୁ ହୁଏ — Watering station for a railway engine
  • ବୈଦେ. ବି (ରେଲୱେ ଶବ୍ଦ; ଇଂ. ବାଟରିଙ୍ଗ ଷ୍ଟେସନ୍)—ଯେଉଁ ଷ୍ଟେସନ୍ଠାରେ ରେଳ — [ଦ୍ର—ଏହି ପାଣିକି ତତାଇ ଦେଲେ ତହିଁରୁ ଯେଉଁ ବାଷ୍ପ ବାହାରେ, ତଦ୍ଦ୍ୱାରା ରେଳ ଗାଡ଼ିର ଇଞ୍ଜିନ ଚାଳିତ ହୁଏ। ଭଣ୍ଡାରରୁ ସେ ପାଣିଯାକ ସରିଗଲେ ପୁଣି ଅନ୍ଯ ୱାଟରିଙ୍ଗ ଷ୍ଟେସନ୍ରେ ରେଳ ଗାଡ଼ିରେ ପାଣି ପୂରାଇବାକୁ ହୁଏ।]