ୱାକ୍ଫ୍, ୱାକଫ୍ Wāk(a)-ph

  • ବୈଦେ. ବି (କଚିରିଆ) — [ଆ. ୱକ୍ଫ୍]— ମୁସଲମାନ୍ ଧର୍ମସ୍ଥାନ ରକ୍ଷାର୍ଥ ବା ଖଇରାତ ପାଇଁ ସମ୍ପତ୍ତି ଖଞ୍ଜା କରିବା — Waqf-religious or charitable endowment by a Mahomedan
  • ବୈଦେ. ବି (କଚିରିଆ) — [ଦ୍ର— ୱାକ୍ଫ୍ ସମ୍ପତ୍ତିର ମାରଫତ୍ଦାରଙ୍କୁ ମତୱଲି ବା ମତଉଲି ବୋଲାଯାଏ।]