ୱାକିବ୍ ହାଲ୍ Wākib hāl

  • ବୈଦେ. ବିଣ (କଚିରିଆ; ଆ. ୱାକିଫ୍ ହାଲ୍) — ଅବସ୍ଥାଭିଜ୍ଞ; ଯେ କୌଣସି ବିଷୟର ଅବସ୍ଥା ବା ସମ୍ବାଦ ଜାଣେ — Cognisant of the circumstances or news about a matter