ୱାକଫ୍ ଦାର୍ Wākif dār
- ବୈଦେ. ବିଣ (କଚିରିଆ; ଫା. ୱାକିଫ— ହାଲ୍; ଫା. ୱାକଫକାର) — କୌଣସି ବିଷୟରେ ଅଭିଜ୍ଞ — Throughly conversant with a matter
- ବୈଦେ. ବିଣ (କଚିରିଆ; ଫା. ୱାକିଫ— ହାଲ୍; ଫା. ୱାକଫକାର) — [ଉ—ମୁନସି ଚକ୍ରଧର ଦାସ ମଧ୍ୟ ଜଣେ ଓଆକଫ୍କାର ପୁଲିସ ଅମଲା। ଫକୀରମୋହନ. ଛମାଣ ଆଠଗୁଣ୍ଠ।]
- ବି — କୌଣସି ବିଷୟରେ ଦକ୍ଷ (ବ୍ଯକ୍ତି) — An expert; one in the know of things