ୱଶିୟତ୍ନାମା Waṡiyat-nāmā

  • ବୈଦେ. ବି (କଚିରିଆ) — (ଫା. ୱସୀହତ୍ନାମାହ୍) ଉଇଲ୍; ମନୁଷ୍ୟ ମରିବା ପୂର୍ବରୁ ଆପଣା ସମ୍ପତ୍ତି ସମ୍ବନ୍ଧେ ଲେଖିଦେବା ଭବିଷ୍ୟତ୍ରେ କାର୍ଯ୍ୟକାରୀ ହେବା ଦାନପତ୍ର — Will; testament