ୱଲି ୱଶି Wali waṡi

  • ବୈଦେ. ବି (କଚିରିଆ; ଆ, ବଲି=ଅଭିଭାବକ+ୱଶି= ଟ୍ରଷ୍ଟୀ) — ନାବାଳଗର ଅଭିଭାବକ ଓ ତା ସମ୍ପତ୍ତିର ମାରଫତ୍ଦାର୍ ବା ଟ୍ରଷ୍ଟୀ — Guardian of a minor and trustee of his property