ୱରାଶତି ସାଟିପିକଟ୍, ୱରାଶତି ସାର୍ଟିପିକଟ୍ Warāṡati sā(r)ṭipikaṭ
- ବୈଦେ. ବି (କଚିରିଆ) (ଫା. ୱରାଶତୀ+ ଇଂ ସର୍ଟିଫିକେଟ) — ମୃତ ବ୍ଯକ୍ତିର ସମ୍ପତ୍ତି ଓ ପ୍ରାପ୍ୟ ଆଦାୟ କରିବା ନିମନ୍ତେ ହକ୍ଦାର୍ ଉତ୍ତରାଧିକାରୀକୁ ଜଜ୍ ସାହେବ ଯେଉଁ ହୁକୁମନାମା ବା ନିଦର୍ଶନ ପତ୍ର ଦିଅନ୍ତି ଓ ଯହିଁର ବଳରେ ଉତ୍ତରାଧିକାରୀ ମୃତ ବ୍ଯକ୍ତିର ଦେଣଦାରମାନଙ୍କଠାରୁ ପାଉଣାମାନ ଆଦାୟ କରେ — Succession certificate; a certificate granted by the District Judge authorising an heir to realise money etc, due to a deceased