ୱକାଲତି Wakālati

  • ବୈଦେ. ବି (କଚିରିଆ) (ଫା. ୱକାଲତ୍) — ଓକାଲତି; ଓକିଲାତି; ଓକିଲର କାର୍ଯ୍ୟ — Pleading; the work of a pleader
  • ବୈଦେ. ବି (କଚିରିଆ) (ଫା. ୱକାଲତ୍) — ଅନ୍ଯ ବ୍ଯକ୍ତିର ପକ୍ଷାବଲମ୍ବନ— ବା ପକ୍ଷ ସମର୍ଥନ — Advocacy for a certain person