ୟୁରୁପା Yurupā

  • ବୈଦେ. ବି (ଲାଟିନ୍) — ଯୁରୋପ ମହାଦେଶର ପ୍ରାଚୀନ ନାମ — Europa; the old Latin name of Europe
  • ବୈଦେ. ବି (ଲାଟିନ୍) — [ଦ୍ର—ଆସିଆ, ୟୁରୁପା, ଆଫ୍ରିକା, ଆମେରିକା ସଙ୍ଗତେ। ମଧୁସୂଦନ. ଉତ୍କଳ ଗାଥା।]