ୟାଙ୍କ ଠଉଁ Yāṅka ṭhauñ

  • ଦେ. ସର୍ବ (ଆଦରାର୍ଥକ ଏକବଚନ ଓ ବହୁବଚନ) — ଏହାଙ୍କଠାରୁ — From these
  • ଦେ. ସର୍ବ (ଆଦରାର୍ଥକ ଏକବଚନ ଓ ବହୁବଚନ) — ଏହାଙ୍କ ଅପେକ୍ଷା — Than these; from this gentleman