ହୟାନ୍ତ Hayānta

  • ଦେ. ବିଣ. (ସଂ. ଭୟଙ୍କର) — ଅତି ଭୟଙ୍କର; ଭୟାନକ — Very frightful; terrible
  • ଦେ. ବିଣ. (ସଂ. ଭୟଙ୍କର) — ଭୟଙ୍କର ରୂପବିଶିଷ୍ଟ — Having a terrible appearance
  • ଦେ. ବିଣ. (ସଂ. ଭୟଙ୍କର) — ଅତି ଦୀର୍ଘକାୟ — Very tall
  • ଦେ. ବିଣ. (ସଂ. ଭୟଙ୍କର) — ଅତି ସ୍ଥୂଳକାୟ — Very stout